
ବିଜ୍ଞାନକୁ ସହଜବୋଧ୍ୟ ଶୈଳୀରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ନେଇ ପ୍ରଫେସର ରାମଶଙ୍କର ରଥଙ୍କ ଦ୍ୱାରା ରଚିତ 'ଆଧୁନିକ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ କାହାଣୀ' କେବଳ ଛାତ୍ରଛାତ୍ରୀ ବା ଶିକ୍ଷକମାନଙ୍କ ପାଇଁ ନୁହେଁ, ସାଧାରଣ ପାଠକ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ! ସୁବ୍ରତ କୁମାର ପତିଙ୍କ କଣ୍ଠରେ ଶୁଣନ୍ତୁ ବିଜ୍ଞାନ ଓ ବୈଜ୍ଞାନିକଙ୍କ ଆବିଷ୍କାର ଓ ଉଦ୍ଭାବନର ଚିତ୍ତାକର୍ଷକ କାହାଣୀ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
9,99 €