
କେବଳ ପାଠକର ମନୋରଞ୍ଜନ ନୁହେଁ, ତାର ଚିନ୍ତା ଓ ଚେତନାରେ ଆଲୋଡ଼ନ ସୃଷ୍ଟି କରିବା ପାଇଁ ଛୋଟଗଳ୍ପର ଭାବବସ୍ତୁ, ଭାଷାବିନ୍ୟାସ ଓ ପ୍ରକାଶଭଙ୍ଗୀରେ ନାନା ପରୀକ୍ଷା-ନିରୀକ୍ଷା କରିଛନ୍ତି ପ୍ରସିଦ୍ଧ କଥାକାର ଡ. ବିଭୂତି ପଟ୍ଟନାୟକ । 'ଅଳକାର ପ୍ରେମିକ' ତାଙ୍କର ସେମିତି ଏକ ଗଳ୍ପ ସଂକଳନ । ବିଶିଷ୍ଟ ସ୍ୱରଶିଳ୍ପୀ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଚଉଦଟି ଚମତ୍କାର ଗପ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
6,99 €