
ମୁହଁରୁ ମୁହଁକୁ ଗଡ଼ିଆସୁଥିବା କାହାଣୀ ହିଁ ଲୋକକଥା! ଯେଉଁଥିରେ ଖାଲି ମନୋରଞ୍ଜନ ନଥାଏ, ଥାଏ ଶିକ୍ଷା ଓ ଉପଲବ୍ଧି! ଡ. ବିବୁଧରଞ୍ଜନଙ୍କ ରଚିତ 'ଆମ ଲୋକକଥା' ସଙ୍କଳନରେ ରହିଛି ଭାରତର ବିଭିନ୍ନ ରାଜ୍ୟ ଓ ଭାଷାରେ ପ୍ରଚଳିତ ଷାଠିଏଟି ଲୋକକଥା, ଯାହାକୁ କେବଳ ପିଲା ନୁହନ୍ତି ବୟସ୍କମାନେ ମଧ୍ୟ ଶୁଣି ମଜା ନେଇପାରିବେ! ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ତେବେ ସାରା ଭାରତର କଥା ଓ କାହାଣୀ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
9,99 €