
ଆଭିଜାତ୍ୟର ଊର୍ଦ୍ଧ୍ୱମୁଖୀ ଉଡ଼ାଣର ପାଦଦେଶରେ ଥାଏ ଏକ ଧୂଳିଧୂସରିତ ପୃଥିବୀ! ସେଇ ପୃଥିବୀରେ ଆତଯାତ ହୁଅନ୍ତି ଅନେକ ମାଟିମନସ୍କ ମଣିଷ! ଶ୍ରମ ଓ ସଂଘର୍ଷ ହିଁ ଏମାନଙ୍କ ଅଘୋଷିତ ଆଦର୍ଶ! ସ୍ୱାଭାବିକତାର ମୁକ୍ତ ଜୀବନ ଏମାନଙ୍କୁ ଯେତେ ପୁଲକିତ କରେ, ଆର୍ଥିକ ଅନାଟନର ଭାଉ ସେତିକି ଡରାଏ! ପ୍ରାଚୁର୍ଯ୍ୟ ଆଗରେ ଲାଂଛିତ ହୁଏ କି ସେମାନଙ୍କର ଅସହାୟତା? ଏଇ ପ୍ରଶ୍ନର ଉତ୍ତର ରହିଛି ଏ ବହିର ବାସ୍ତବବାଦୀ ଗଳ୍ପଗୁଡିକରେ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
9,99 €