
ଔପନ୍ୟାସିକ ଭାବେ ଓଡ଼ିଶାର ଘରେଘରେ ପରିଚିତ ବିଭୂତି ପଟ୍ଟନାୟକ ଗଳ୍ପ ରଚନାରେ ମଧ୍ୟ ସମତୁଲ ଦକ୍ଷତା ରଖନ୍ତି । ତାଙ୍କର ଅନ୍ୟତମ ସଫଳ ଗଳ୍ପ ସଂକଳନ 'ଯେ ଦରଜା ଖୋଲିଲା ସେ ଗାୟତ୍ରୀ'ରେ ରହିଛି ୨୨ଟି ହୃଦୟସ୍ପର୍ଶୀ ଗଳ୍ପ । ଜଣାଶୁଣା ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ସେଇ ଗପସବୁ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
6,99 €