
ବିକାଶ ସାଉ ପାଲଟି ଗଲା ଜିଅନ୍ତା ଶବ। ଯିଏ ଆଖି ଆଗରେ ପଡ଼ିଲା ସେ ବିକାଶ ସାଉ ନ ଥିଲା। ଥିଲା 'ସୋ'! 'ସୋହମ'! ତାର ଆତ୍ମା ନୁହେଁ କି ଦେହ ନୁହେଁ କେବଳ ଗୋଟିଏ ଛାଇ। 'ମୁହୂର୍ତ୍ତେ ମାତ୍ର' ଉପନ୍ୟାସଟି ମନସ୍ତାତ୍ତ୍ୱିକ ଚିନ୍ତନ ଉପରେ ଆଧାରିତ! ମଣିଷର ମନ ଭିତରେ ଲୁଚିଥିବା ଦ୍ୱେତସତ୍ତାକୁ 'ସୋ' ଚରିତ୍ର ମାଧ୍ୟମରେ ଖୁବ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ବରିଷ୍ଠ କଥାକାର ପଦ୍ମଜ ପାଳ! ଶୁଣନ୍ତୁ ତେବେ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
2,99 €
Bester Preis
Ab 13,37 €