
'ଧୂଳି ଉଡେଇ ଚାଲିଯାଇଥିଲା ପୁଲିସ ଗାଡ଼ି, ଓକିଲର ଶବକୁ ନେଇ; ଅନ୍ତରାକୁ ନେଇ! ଗାଁ ଦାଣ୍ଡରେ ବସି ରହିଥିଲା ସରସୀ! ମୁହଁରେ କଥା ନାହିଁ! ଆଖିରେ ଲୁହ ନାହିଁ! ଗାଁ ଦାଣ୍ଡ ଶୂନଶାନ ହେଇ ଯାଇଥିଲା! ଲୋକେସବୁ ଫେରି ଯାଇଥିଲେ ନିଜନିଜ ଘରକୁ! କବାଟ ତାଟି ପଡି ସାରିଥିଲା! ଗାଁଟା ଥମଥମ କରୁଥିଲା...!' ଏମିତି ଏକ କ୍ଳାଇମାକ୍ସ ଥିବା ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ପକ୍ଷୀବାସ' ଶୁଣନ୍ତୁ ବିଜୟଲକ୍ଷ୍ମୀ ପତ୍ରୀଙ୍କ କଣ୍ଠରେ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
6,99 €