
ଜୀବନ ଏକ ଶେଷହୀନ ସଙ୍ଗୀତ । ସେଇ ସଙ୍ଗୀତ କେତେବେଳେ ଦୀପକ ରାଗରେ ହୃଦୟ-ବହ୍ନିକୁ ପ୍ରଜ୍ଜ୍ୱଳିତ କରେ, ଆଉ କେତେବେଳେ ମେଘମଲ୍ଲାର ରାଗରେ ସେ ବହ୍ନିର ଜ୍ୱାଳାକୁ କରେ ପ୍ରଶମିତ । ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ 'ରାଗ-ଅନୁରାଗ' ସୂର୍ଯ୍ୟକାନ୍ତ ଓ ରାଜଲକ୍ଷ୍ମୀ - ଦୁଇ ପିପାସିତ ହୃଦୟର ଅମୃତ ସଙ୍ଗୀତ, ଯାହା ହୃଦୟକୁ ଅହରହ ଅନୁରଣିତ କରେ । ପ୍ରକାଶ ରାଉତଙ୍କ କଣ୍ଠରେ ଶୁଣନ୍ତୁ ସେ ଦୁହିଁଙ୍କ ହୃଦୟଥରା କାହାଣୀ...
* Affiliate-Link — kein Mehrpreis für dich.
Sortiert nach Gesamtpreis inkl. Versand, sofern verfügbar.
Weitere Werke desselben Verfassers.
Bester Preis · bücher.de
6,99 €